ଏସ୍‌ଓଜି-ମାଓବାଦୀଙ୍କ ଗୁଳି ବିନିମୟରେ ୨ ମହିଳା ମାଓବାଦୀ ନିହତ

ଭୁବନେଶ୍ବର: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାକୁ ଲାଗିଥିବା ଗନ୍ଧମାର୍ଦ୍ଧନ ପାହାଡ଼ ଅଞ୍ଚଳରେ ଆଜି ସୁରକ୍ଷା ବାହିନୀ (ଏସ୍‌ଓଜି ଯବାନ) ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସର ଗୁଳିରେ ୨ ଜଣ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି। ୨ଟି ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଏହି ସୂଚନା ଦେଇଛନ୍ତି। ଡିଜିପି କହିଛନ୍ତି ଯେ, ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀମାନେ ଥିବା … Continue reading ଏସ୍‌ଓଜି-ମାଓବାଦୀଙ୍କ ଗୁଳି ବିନିମୟରେ ୨ ମହିଳା ମାଓବାଦୀ ନିହତ